Iwrite Media Publication

ମୋ ଗାଁ ମେଖଳା (କବିତା ) : ଗୀତାରାଣୀ ଆଇଚ

150.00

& Free Shipping

SKU: A0024 Category:
Guaranteed Safe Checkout

ଶ୍ରୀମତୀ ଗୀତାରାଣୀ ଆଇଚଙ୍କର ଅନେକ ବହି ପ୍ରକାଶ ପାଇଥିଲାବେଳେ ” ମୋ ଗାଁ ମେଖଳା ” ଏକ ଅନନ୍ୟ ସୃଷ୍ଟି  |ଗ୍ରାମୀଣ ଜୀବନ ଓ ପ୍ରକୃତିର ସ୍ୱାଭାବିକ ସୌନ୍ଦର୍ଯ୍ୟର ଜୀବନ୍ତ ବର୍ଣନା ଏଥିରେ ଥିବା ପଚିଶୀଟି କବିତାରେ ପରିପ୍ରକାଶ ଘଟିଛି  | ମାଟିର ସୁଗନ୍ଧ, ଋତୁର ରୂପାନ୍ତର ଓ ସରଳ ଜୀବନର ଶାନ୍ତିକୁ ଲେଖିକା ଗୀତାରାଣୀ ଆଇଚ ସହଜ ଓ ଭାବପୂର୍ଣ୍ଣ ଶବ୍ଦରେ ପ୍ରକାଶ କରିଛନ୍ତି  | ଏହି ପୁସ୍ତକ ପାଠକମାନଙ୍କୁ ପ୍ରକୃତି ସହିତ ନିଜ ଆତ୍ମୀୟ ସମ୍ପର୍କକୁ ପୁନଃ ଅନୁଭବ କରାଇ ପାରିଛି

Weight 80 kg
Dimensions 22 × 14 × 1 cm

Reviews

There are no reviews yet.

Be the first to review “ମୋ ଗାଁ ମେଖଳା (କବିତା ) : ଗୀତାରାଣୀ ଆଇଚ”

Your email address will not be published. Required fields are marked *

Shopping Cart